16.1 C
Bhubaneswar
Tuesday, December 9, 2025
Homeଓଡିଶାଏହି ସରକାର କେବଳ ଉତ୍ସବର ସରକାର: ଭକ୍ତ ଦାସ

ଏହି ସରକାର କେବଳ ଉତ୍ସବର ସରକାର: ଭକ୍ତ ଦାସ

ଭୁବନେଶ୍ୱର: ବିଜେପି ସରକାରଙ୍କୁ ପିସିସି ସଭାପତି ଟାର୍ଗେଟ କରିଛନ୍ତି । କହିଲେ ଏହି ସରକାର କେବଳ ଉତ୍ସବର ସରକାର । ସରକାର ସଫଳତାର ଉତ୍ସବକୁ ଧୁମଧାମରେ ପାଳନ କରନ୍ତି । ଉତ୍ସବରେ ରାଜ୍ୟବାସୀଙ୍କ ଟଙ୍କା ହିଁ ନଷ୍ଟ କରନ୍ତି । ଗୋଟିଏ ବର୍ଷରେ ସବୁ ସୀମା ଟପିଛନ୍ତି ରାଜ୍ୟ ସରକାର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking