ଭୁବନେଶ୍ୱର: ରାଜ୍ୟରେ ଖୁବଶୀଘ୍ର ଲାଗୁହେବ ନୂଆ ଅବକାରୀ ନୀତି । ଏନେଇ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ଜୁନ ୧୫ରୁ ଜୁନ ୨୦ ଭିତରେ ଆସିବ ନୂଆ ଆଇନ । ବରିଷ୍ଠ ଅଧିକାରୀ ଏନେଇ ସମୀକ୍ଷା କରୁଛନ୍ତି । ଆନ୍ଧ୍ର ସମେତ ବିଭିନ୍ନ ରାଜ୍ୟକୁ ଯାଇ ଅନୁଧ୍ୟାନ କରୁଛନ୍ତି ।