24.1 C
Bhubaneswar
Thursday, December 18, 2025
Homeଓଡିଶାଡଙ୍ଗାବୁଡି ୨  ପୁଅ ମୃତ:  ମା’ ନିଖୋଜ

ଡଙ୍ଗାବୁଡି ୨  ପୁଅ ମୃତ:  ମା’ ନିଖୋଜ

ଦେବଗଡ:  ରେଙ୍ଗାଳି ଜଳଭଣ୍ଡାରରେ ବୁଡିଗଲା  ଡଙ୍ଗା । ମାଛଧରା ଡଙ୍ଗା ବୁଡି ୨ ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ  ମା  ନିଖୋଜ ଅଛନ୍ତି । ମୃତ ଦୁଇ ପୁଅ ୫ ଓ ୩ବର୍ଷର ସୂଚନା ମିଳିଛି । ନିଖୋଜ ମାକୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି । କୁଣ୍ଡେଇଗୋଳା ଥାନା ତଲେଇସର ଗାଁରେ ଅଘଟଣ ଘଟିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking