17.1 C
Bhubaneswar
Tuesday, December 9, 2025
Homeଦେଶ ବିଦେଶଓଡ଼ିଶାରେ ଇସ୍ରୋ ଅଧ୍ୟକ୍ଷ ଡକ୍ଟର ଭି.ନାରାୟଣନ

ଓଡ଼ିଶାରେ ଇସ୍ରୋ ଅଧ୍ୟକ୍ଷ ଡକ୍ଟର ଭି.ନାରାୟଣନ

ଭୁବନେଶ୍ୱର: ଓଡ଼ିଶାରେ ଇସ୍ରୋ ଅଧ୍ୟକ୍ଷ ଡକ୍ଟର ଭି.ନାରାୟଣନ୍‍ । ଆଜି ସେ ସେଣ୍ଟ୍ରାଲ ଟୁଲ ରୁମ୍‍ ଆଣ୍ଡ ଟ୍ରେନିଂ ସେଣ୍ଟର-ସିଟିଟିସି ଗସ୍ତ କରିଛନ୍ତି । ସିଟିଟିସି ପରିଦର୍ଶନ ସମୟରେ ସେ ଚନ୍ଦ୍ରାୟାନ ଓ ଗଗନାୟନ ଭଳି ଇସ୍ରୋର ଆଗାମୀ ମିଶନ ସମ୍ପର୍କରେ ସୂଚନା ଦେଇଛନ୍ତି । ଇସ୍ରୋ ମୁଖ୍ୟ ଡ. ଭି ନାରାୟଣନ ଚନ୍ଦ୍ରାୟନ -୪ ଏବଂ ଚନ୍ଦ୍ରୟାନ-୫ କୁ ଓଡିଶାର ସିଟିଟିସି ଠାରେ ଘୋଷଣା କରିଛନ୍ତି। ଚନ୍ଦ୍ରଯାନ -୪ ପୃଥିବୀ ପ୍ରତ୍ୟାବର୍ତ୍ତନ ପାଇଁ ଚନ୍ଦ୍ର ନମୁନା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଥିବାବେଳେ ଚନ୍ଦ୍ରାୟନ-୫ ଜାପାନ ସହିତ ଏକ ସହଯୋଗୀ ମିଶନ ଅଟେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking