18.1 C
Bhubaneswar
Saturday, December 6, 2025
Homeଓଡିଶାଦିନେ ଦୁଇ ଦିନ ଭିତରେ +୨ ପରୀକ୍ଷା ଫଳ: ମନ୍ତ୍ରୀ

ଦିନେ ଦୁଇ ଦିନ ଭିତରେ +୨ ପରୀକ୍ଷା ଫଳ: ମନ୍ତ୍ରୀ

ଭୁବନେଶ୍ୱର: ଦିନେ ଦୁଇ ଦିନ ଭିତରେ +୨ ପରୀକ୍ଷା ଫଳ ଆସିବ । ଏନେଇ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି । ଅନ୍ୟପଟେ ଆଜି ସରୁଛି +୩ ଆବେଦନର ଶେଷ ତାରିଖ ।  ଏନେଇ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଆବେଦନ ମୟ ସୀମା ବୃଦ୍ଧି ନେଇ ଆଲୋଚନା ଚାଲିଛି । ସୂଚନା ଥାଉକି ,  ରାଜ୍ୟରେ ଚଳିତ ବର୍ଷ ମୋଟ ମୋଟ ୩ ଲକ୍ଷ  ୯୩ ହଜାର୬୧୮ ଜଣ  ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ।  ସେଥିରୁ କଳା ବିଭାଗରେ  ରେଗୁଲାର ପରୀକ୍ଷାର୍ଥୀ ୨,୩୦,୬୭୬ , ଏକ୍ସରେଗୁଲାର ପରୀକ୍ଷାର୍ଥୀ ୧୬,୭୧୪ , ସର୍ବମୋଟ ୨,୪୭, ୩୯୧  ଜଣ ପରୀକ୍ଷାର୍ଥୀ ରହିଛନ୍ତି । ଏପ୍ରିଲ ୧୬ରୁ ୨ ଟି ପଯ୍ୟାୟରେ ଖାତା ଦେଖା  ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking