27.1 C
Bhubaneswar
Friday, December 19, 2025
Homeଓଡିଶାଗୁପ୍ତଚରଙ୍କୁ ଛଡାଯିବନି: ପୃଥ୍ୱୀରାଜ

ଗୁପ୍ତଚରଙ୍କୁ ଛଡାଯିବନି: ପୃଥ୍ୱୀରାଜ

ଭୁବନେଶ୍ୱର: ପାକିସ୍ତାନ ଗୁପ୍ତଚର ଲିଙ୍କରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଏବାବଦରେ ଏନଆଇଏ ଦାୟିତ୍ୱ ନେଇ ତଦନ୍ତ କରୁଛି । ଯେତେ ଯାହାର ଲିଙ୍କ ଅଛି ବାହାରିବ । ଯେଉଁମାନେ ଦୋଷୀ ଦଣ୍ଡିତ ହେବେ । ଏନଆଇଏ ଏଯାବତ ମାମଲା ରୁଜୁ କରିନି । ଏମଏଚଏର ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି । ଏନଆଇଏ ଶାଖା ଖୋଲିବା ପ୍ରସଙ୍ଗରେ ମନ୍ତ୍ରୀ ସୂଚନା ରଖିଛନ୍ତି । ରାଜ୍ୟରେ ଏନଆଇଏ କାଯ୍ୟାଳୟ ଖୋଲିଲେ ଭଲ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking