26.1 C
Bhubaneswar
Wednesday, June 11, 2025
Homeଓଡିଶାହୀରାକୁଦ ସୁରକ୍ଷା କଡାକଡି

ହୀରାକୁଦ ସୁରକ୍ଷା କଡାକଡି

ଭୁବନେଶ୍ୱର: ବଢିଲା ହୀରାକୁଦ ଡ୍ୟାମର ସୁରକ୍ଷା ବ୍ୟବସ୍ଥା । କଡା ସୁରକ୍ଷା ବଳୟରେ ଡ୍ୟାମ ଅଞ୍ଚଳ ରହିଛି । ଆଜିଠାରୁ ପଯ୍ୟଟକଙ୍କୁ ହୀରାକୁଦ ଡ୍ୟାମ ମନା କରାଯାଇଛି । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ଯବାନ ମୁତୟନ  ହୋଇଛନ୍ତି ।  ଅନ୍ୟପଟେ କେନ୍ଦ୍ରାପଡା ଜିଲ୍ଲା ଲାଇଟ ହାଉସରେ  କଡା ସୁରକ୍ଷା କରାଯାଇଛି ।  ମହାକାଳପଡା ଲାଇଟ ହାଉସକୁ ପଯ୍ୟଟକଙ୍କୁ ବାରଣ କରାଯାଇଛି । ସାଂପ୍ରତିକ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ବଢାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking