27.1 C
Bhubaneswar
Monday, June 23, 2025
Homeଓଡିଶାରାଜଧାନୀରେ ମକଡ୍ରିଲ: ଠିକ ୪ଟା ବେଳେ ବାଜିଲା  ସାଇରନ

ରାଜଧାନୀରେ ମକଡ୍ରିଲ: ଠିକ ୪ଟା ବେଳେ ବାଜିଲା  ସାଇରନ

ଭୁବନେଶ୍ୱର: ରାଜଧାନୀରେ ଠିକ ୪ଟା ବେଳକୁ ବାଜିଲା  ଯୁଦ୍ଧ ସାଇରନ । ଭୁବନେଶ୍ୱରର   ରାଜମହଲ ଛକରେ ଚାଲିଛି ମକଡ୍ରିଲ । ଲୋକମାନେ ସୁରକ୍ଷିତ ରହିବାକୁ ବାଜିଲା ସାଇରନ । ଆତ୍ମରକ୍ଷା ପାଇଁ   କୌଶଳ ଏଭଳି ପ୍ରଦର୍ଶନ କରାଯାଇଛି ।  ଭୁବନେଶ୍ୱର  ସେମତ ରାଜ୍ୟର ୧୨ଟି ସ୍ଥାନରେ ମକଡ୍ରିଲ ଚାଲିଛି ।  ସମ୍ବଲପୁର, ରାଉରକେଲା, କେନ୍ଦ୍ରାପଡା, ପାରାଦୀପ, ବାଲେଶ୍ବରରେ ମଧ୍ୟ ବାଜିଲା ସାଇରନ୍  ।  ଆକ୍ରମଣ ହେଲେ  ସାଧାରଣ ଲୋକ ଓ ଛାତ୍ର  କଣ କରିବେ ସେ ନେଇ ତାଲିମ ଦିଆଯାଉଛି । ସାଇରନ୍ ବଜା ଯାଇ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ କୁହାଯାଉଛି ।  ସାଧାରଣ ଲୋକେ ସୁରକ୍ଷିତ ସ୍ଥାନକୁ କିଭଳି ଯିବେ ଏହାର ଯୋଜନା କରାଯିବା ସହ ଅଭ୍ୟାସ ବି କରାଯିବ । ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ନିର୍ଦ୍ଦେଶ ଜାରି କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking