27.1 C
Bhubaneswar
Monday, March 30, 2026
Homeଓଡିଶାନାଏବ ସରପଞ୍ଚଙ୍କ ଗଳା କାଟିଲେ ମାଓବାଦୀ

ନାଏବ ସରପଞ୍ଚଙ୍କ ଗଳା କାଟିଲେ ମାଓବାଦୀ

ମାଲକାନଗିରି: ଏକ ନିର୍ମମ ହତ୍ୟାକାଣ୍ଡରେ, ମାଓବାଦୀମାନେ ପୋଲିସ ସୂଚନାଦାତା ସନ୍ଦେହରେ ତରଲାବେଡା ନାଏବ ସରପଞ୍ଚଙ୍କ ଗଳା କାଟି ହତ୍ୟା କରିଛନ୍ତି। ଘଟଣାଟି ଛତିଶଗଡ଼ର ମାଲକାନଗିରି ସୀମାନ୍ତ ସୁକମା ଜିଲ୍ଲାରେ ଘଟିଛି। ମୃତ ନାଏବ ସରପଞ୍ଚଙ୍କ ନାମ ମୁଚାକି ରାମା ବୋଲି ଚିହ୍ନଟ କରାଯାଇଛି। ସୂଚନା ଅନୁଯାୟୀ, ଛତିଶଗଡ଼ର ସୁକମା ଜିଲ୍ଲାର ତରଲାବେଡା ପଞ୍ଚାୟତର ନାଏବ ସରପଞ୍ଚଙ୍କ ଗଳା କାଟି ହତ୍ୟା କରିଛନ୍ତି ମାଓବାଦୀ। ଘଟଣା ପରେ ପୋଲିସ କମ୍ବିଂ ଅପରେସନ ଆରମ୍ଭ କରିଛି। ହତ୍ୟାକାଣ୍ଡ ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking