20.1 C
Bhubaneswar
Monday, February 9, 2026
Homeଦେଶ ବିଦେଶବିଜେପିର ଏତେ ରାଗ କାହିଁକି: ମମତା

ବିଜେପିର ଏତେ ରାଗ କାହିଁକି: ମମତା

ପଶ୍ଚିମଙ୍ଗ: ଦୀଘା ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗରେ ମୁହଁ ଖୋଲିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ମତ ରଖିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପୁରୀ ଜଗନ୍ନାଥ ମନ୍ଦିରକୁ ସମ୍ମାନ ଦିଏ । ଜଗନ୍ନାଥ ଧାମକୁ ବି ସମ୍ମାନ ଦେଉଛି । ଜଗନ୍ନାଥ ମନ୍ଦିର ସବୁଠି ହୋଇପାରିବ । ସବୁ ମନ୍ଦିର ସବୁ ସ୍ଥାନରେ ହୋଇପାରିବ । ମା’ କାଳୀ ମନ୍ଦିର ବି ଅନେକ ସ୍ଥାନରେ ଅଛି ।ଏହି ବିବାଦକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବିଜେପିକୁ ପ୍ରଶ୍ନ କରି କହିଛନ୍ତି ବିଜେପି କିଛି କଲେ ଆମେ ତ ପ୍ରଶ୍ନ କରୁନୁ । ଆମ ଉପରେ ବିଜେପିର ଏତେ ରାଗ କାହିଁକି?

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking