18.1 C
Bhubaneswar
Sunday, December 21, 2025
Homeଓଡିଶାବ୍ୟକ୍ତିଙ୍କୁ ଲୁହା ରଡରେ ପିଟି ପିଟି ହତ୍ୟା

ବ୍ୟକ୍ତିଙ୍କୁ ଲୁହା ରଡରେ ପିଟି ପିଟି ହତ୍ୟା

କଟକ:  ଜଣେ ବ୍ୟକ୍ତିଙ୍କୁ ଲୁହା ରଡରେ ପିଟି ପିଟି ହତ୍ୟା କରାଯାଇଛି । ଏଭଳି ଅମାନୁଷିକ ଘଟଣା କଟକ ସଦର ଥାନା ଗୋପାଳପୁର ବଢେଇ ସାହିରେ ଘଟିଛି । ଜଳଖିଆ ଦୋକାନରେ ବସିଥିବା ବେଳେ  ପିଟିପିଟି ହତ୍ୟା କରାଯାଇଛି । ଘଟଣାସ୍‌ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତକୁ କାବୁ କରିଛି । ତେବେ ଏଭଳି ଅଭାବନୀୟ ହତ୍ୟାକାଣ୍ଡ ଅଭିଯୁକ୍ତ କାହିଁକି କରିଲା ତାହାର କାରଣ ଅସ୍ପଷ୍ଟ  ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking