32.1 C
Bhubaneswar
Friday, March 6, 2026
Homeଓଡିଶାପିଲାଙ୍କୁ ଦିଆଯିବ ‘ଯାଦୁପେଡି’

ପିଲାଙ୍କୁ ଦିଆଯିବ ‘ଯାଦୁପେଡି’

ଭୁବନେଶ୍ୱର: ଖେଳ, ମନୋରଞ୍ଜନ ମାଧ୍ୟମରେ ପିଲାମାନଙ୍କୁ ଦିଆଯିବ ଶିକ୍ଷା । ଶିଶୁ ବାଟିକା, ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାଙ୍କ ଦିଆଯିବ ‘ଯାଦୁପେଡି’ । ଏନସିଆରଟି ଦ୍ୱାରା ପ୍ରସ୍ତୁତ ଏହି କିଟ୍‌କୁ ୪୫ ହଜାର ସ୍କୁଲରେ ବଣ୍ଟନ ହେବ । ଏନେଇ ରାଜ୍ୟ ସରକାର ଖର୍ଚ୍ଚ କରିବେ ୯୦ କୋଟି । ଲୋକସେବା ଭବନରେ ‘ଯାଦୁପେଡି’ ଦେଖିଲେ ମୁଖ୍ୟମନ୍ତ୍ରୀ । ‘ଯାଦୁପେଡି’ ପିଲାଙ୍କୁ ପାଠ ପଢିବା ପାଇଁ ଆକୃଷ୍ଟ କରିବ କହିଲେ ମୁଖ୍ୟମନ୍ତ୍ରୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking