16.1 C
Bhubaneswar
Tuesday, December 9, 2025
Homeଓଡିଶାବିବାହ ଦିନକ ପୁର୍ବରୁ ଝିଅକୁ ଅପହରଣ

ବିବାହ ଦିନକ ପୁର୍ବରୁ ଝିଅକୁ ଅପହରଣ

କେଉଁଝର: ବାହାଘରର ୨ ଦିନ ପୁର୍ବରୁ ଯୁବତୀଙ୍କୁ ଅପହରଣ । ପାର୍ଲର ଯାଇ ଘରକୁ ଫେରୁଥିବା ସମୟରେ ଜଣେ ଯୁବକ ଅପହରଣ କରିଥିବା ଘଷିପୁର ଥାନା ଅଭିଯୋଗ  ହୋଇଛି ।  ଘଷିପୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପଚରା ଉଚରା କରୁଥିବା ବେଳେ କେଷିପୁରା ଗାଁର ଜଣେ ଯୁବକଙ୍କ ସଂପୃକ୍ତ ଥିବା ଜଣାପଡିଛି । ଘଷିପୁରା ଥାନା କେଶୁପୁରା ଗାଁରେ ଏଭଳି ଘଟଣା ଘଟିଛି । ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।  ଆସନ୍ତାକାଲି ବାହାଘର ଥିବା ବେଳେ ବାହାଘର କାର୍ଡ ବଣ୍ଟା ସରିଛି । ବାହାଘର କାର୍ଡ ମଧ୍ୟ ସବୁ ଆୟୋଜନ ସରିଛି ।  ଏହା ପୁର୍ବରୁ ଯୁବତୀଙ୍କୁ ଅପହରଣ କରାଯିବା ନେଇ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking