20.1 C
Bhubaneswar
Monday, February 9, 2026
Homeଓଡିଶାସ୍ୱାସ୍ଥ୍ୟ କେନ୍ଦ୍ରରେ ଜେନେରେଟର ଓ ଇନଭଟର ଅଚଳ: ମୋବାଇଲ ଲାଇଟରେ ଅପରେସନ

ସ୍ୱାସ୍ଥ୍ୟ କେନ୍ଦ୍ରରେ ଜେନେରେଟର ଓ ଇନଭଟର ଅଚଳ: ମୋବାଇଲ ଲାଇଟରେ ଅପରେସନ

ଯାଜପୁର: ରାଜ୍ୟ ଓ କେନ୍ଦ୍ର ସରକାର ସ୍ୱlସ୍ଥ ସେବା ଯୋଗାଇ ଦେବା ପାଇଁ ବିଭିନ୍ନ ଯୋଜନା କରୁଛନ୍ତି l ଏହି ଯୋଜନା ଗୁଡିକ ଗୋଷ୍ଟି ସ୍ୱlସ୍ଥ କେନ୍ଦ୍ର ମାନଙ୍କ ଓ ଡାକ୍ତର ଖାନା ଗୁଡିକ ଉପଲବ୍ଧ ହେଉ ନାହିଁ l କାଗଜ କଲମ ଭାଷଣ ବାଜ ଓ ବିଜ୍ଞାପନ ମାଧ୍ୟ୍ୟମ ରେ ସୀମିତ ରହୁଛି ଡାକ୍ତରଖାନା ମାନଙ୍କ ରେ ବିଦ୍ୟୁତ ସଙ୍କଟ ଦୂର କରିବା ପାଇଁ ଜେନେରେଟର ଏନଭଟର ଯୋଗାଇ ଦିଆ ଯାଇଛି l କିନ୍ତୁ ନିମ୍ନ ମାନ ର ହୋଇ ଥିବାରୁ ଅ ଚଳ ହୋଇ ପଡୁଛି l ଏଥି ପ୍ରତି ସ୍ୱlସ୍ଥ ବିଭାଗ ର ନଜର ନାହିଁ l ସଙ୍କଟାପନ୍ନ ଓ ପ୍ରସୂତି ରୋଗୀ ମାନଂକୁ ଅପେରସନ ସମୟ ବିଦ୍ୟୁତ ଲାଇନ କଟି ଯାଉଛି ଡାକ୍ତର ମାନେ ରୋଗୀ ଙ୍କୁ ବଞ୍ଚାଇବା ପାଇଁ ନିଜ ରିକ୍ସି ରେ ମୋବାଇଲି ଫୋନ ଲାଇଟି ଟ୍ରର୍ଚ୍ଚ ଲାଇଟି ରେ ଅପେରସନ କରି ବାକୁ ବାଧ୍ୟ୍ୟ ହେଉଛନ୍ତି l ଏପରିବହୁ ଘଟଣା ଯାଜପୁର ଜିଲ୍ଲାର ଯାଜପୁରରୋଡ ଗୋଷ୍ଟି ସ୍ୱlସ୍ଥ କେନ୍ଦ୍ର ରେ ଦେଖି ବାକୁ ମିଳିଛି ଗତ ବୁଧ ବାର ଦିନ ଏକ ପ୍ରଶ୍ରୁତି ମହିଳା ର ଅପେରସନ ଚାଲି ଥିଲା ବେଳେ ବିଦ୍ୟୁତ ଲାଇନି ଚାଲି ଗଲା ଡିଜି ମେସିନ ଟି ଅଂଚଳ ଥିବାରୁ ଡାକ୍ତର ଙ୍କ ଅପେରସନ ରେ ବାଧା ସୃଷ୍ଟି ହେଲା l ରୋଗୀ ଙ୍କୁ ବଞ୍ଚାଇବା ପାଇଁ ଡାକ୍ତର ନର୍ସ ନିଜ ରିକ୍ସି ରେ ମୋବାଇଲ ଫୋନ ଲାଇଟି ସାହାର୍ଯ୍ୟ ରେ ଅପେରସନ କରି ରୋଗୀ କୁ ବଞ୍ଚାଇଲେ ଏହି ଡାକ୍ତର ଖାନା ଅନେକ ଏଭଳି ଘଟଣା ଘଟିଛି lଏ ସମ୍ପର୍କ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଜିଲ୍ଲା ପାଳ ଓ ବିଧାୟକ ମନ୍ତ୍ରୀ ଙ୍କୁ ସହର ର ବିଭିନ୍ନ ସଂଘଟନ ପକ୍ଷରୁ ଦାବୀ କରା ଯାଇଛି କିନ୍ତୁ ଫଳ ବତୀ ହୋଇ ନାହଁ ଜିଲ୍ଲା ପ୍ରଶାସନ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ବିଧାୟକ ଏଥି ପ୍ରତି ଦୁଷ୍ଟି ଦେବା ସହ ଜେନେରେଟର ମେସିନ ଯୋଗାଇ ଦେବା ପାଇଁ ଦାବୀ ହେଉଛି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking