28.1 C
Bhubaneswar
Monday, February 9, 2026
Homeଓଡିଶାବିଜେପି କରିବ ୱାକଫ ଜନ ଜାଗରଣ କର୍ମଶାଳା

ବିଜେପି କରିବ ୱାକଫ ଜନ ଜାଗରଣ କର୍ମଶାଳା

ଭୁବନେଶ୍ୱର: ବିଜେପି କରିବ ୱାକଫ ଜନ ଜାଗରଣ କର୍ମଶାଳା । ଆସନ୍ତା ୨୨ ଓ ୨୩ରେ ପ୍ରତି ଜିଲ୍ଲାରେ ହେବ କର୍ମଶାଳା ।  ୨୫ ତାରିଖରେ  ସବୁ ମଣ୍ଡଳ ସ୍ତରରେ ହେବ କର୍ମଶାଳା । ଏନେଇ ବିଜେପି ଜାତୀୟ ସାଧାରଣ ସମ୍ପାଦକ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking