16.1 C
Bhubaneswar
Tuesday, February 10, 2026
Homeଓଡିଶାଆନ୍ଦୋଳନକାରୀ- ପୋଲିସ ଖଣ୍ଡଯୁଦ୍ଧ: ଜଣେ ମୃତ

ଆନ୍ଦୋଳନକାରୀ- ପୋଲିସ ଖଣ୍ଡଯୁଦ୍ଧ: ଜଣେ ମୃତ

ରାଉରକେଲା: ଜେସିବି ଆଗକୁ ଜଣେ ଯୁବକ ଚାଲି ଆସିବାରୁ  ଚାପି ହୋଇ ମୃତ୍ୟୁ ହୋଇଛି । ଜଣଙ୍କ ମୃତ୍ୟୁ ପରେ ପ୍ରବଳ ଉତ୍ତେଜନା ଦେଖାଦେଇଛି । ପୋଲିସଙ୍କୁ ଆକ୍ରମଣ କରିଛନ୍ତି । ମାରଣାସ୍ତ୍ର ଓ ଢେଲାପଥର  ମାଡରେ ୫ରୁ ୬ ପୋଲିସ ଆହତ ହୋଇଛନ୍ତି । ଆହତ ପୋଲିସ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଆରଏସପି ପକ୍ଷରୁ ରେଲୱେ ଲାଇନ ନିର୍ମାଣକୁ ବିରୋଧରୁ ତୁମୁଳକାଣ୍ଡ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking