18.1 C
Bhubaneswar
Monday, February 9, 2026
Homeଦେଶ ବିଦେଶବିଜେପି – ଏଆଇଏଡିଏମକେ ମେଣ୍ଟ

ବିଜେପି – ଏଆଇଏଡିଏମକେ ମେଣ୍ଟ

ନୂଆଦିଲ୍ଲୀ: ୨୦୨୬ ନିର୍ୱାଚନ ପାଇଁ  ଏକାଠି ଲଢିବେ ବିଜେପି – ଏଆଇଏଡିଏମକେ । ମେଣ୍ଟ ନେଇ ଚେନ୍ନାଇରେ ଅମିତ ଶାହା ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରଙ୍କ ନେତୃତ୍ୱରେ ୨୦୨୬ ବିଧାନସଭା ନିର୍ୱାଚନ ଲଢିବ ମେଣ୍ଟ । ଏକାଠି ଲଢିବା ନେଇ ବିଜେପି ଆଗରେ କୌଣସି ସର୍ତ୍ତ ରଖିନି ଏଆଇଏଡିଏମକେ । ଏଆଇଏଡିଏମକେ ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିବନି ବିଜେପି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking