16.1 C
Bhubaneswar
Thursday, February 5, 2026
Homeଓଡିଶାବାଇକ -ଜେସିବି ଧକ୍କା: ବାଇକ ଆରୋହୀ ମୃତ

ବାଇକ -ଜେସିବି ଧକ୍କା: ବାଇକ ଆରୋହୀ ମୃତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଧରୁଆଡିହି ଥାନା ଗଡିଆଯୋର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ବାଇକକୁ ଜେସିବି ଧକ୍କା ମାରିବା ଫଳରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି।  ମୃତକ ହେଲେ ବିପିନ ମୁଣ୍ଡା ଓ ଆହତଙ୍କ ନାମ ନାରାୟଣ ସିଂ ବୋଲି ଜଣାଯାଇଛି।  ସୂଚନା ଅନୁଯାୟୀ, ଜେସିବି ପେଟ୍ରୋଲ ପମ୍ପରୁ ଡିଜେଲ ଭର୍ତ୍ତି କରି ପମ୍ପରୁ ବାହାରିବା ବେଳେ ଏହି ଦୁର୍ଘଟଣା ଘଟିଛି। ତେବେ ଦୁର୍ଘଟଣା ଘଟାଇବା ପରେ ଜେସିବି ଚାଳକ ଫେରାର ହୋଇଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking