15.1 C
Bhubaneswar
Monday, December 22, 2025
Homeଓଡିଶାମନ୍ଦିର ନୀତିକାନ୍ତି ପାଇଁ ୫ ବର୍ଷରେ ଦିଆଯାଇଛି ୨୬କୋଟି ୫୦ଲକ୍ଷ

ମନ୍ଦିର ନୀତିକାନ୍ତି ପାଇଁ ୫ ବର୍ଷରେ ଦିଆଯାଇଛି ୨୬କୋଟି ୫୦ଲକ୍ଷ

ଭୁବନେଶ୍ୱର: ରାଜ୍ୟ ଦେବତ୍ତୋର ବିଭାଗ ଅଧିନରେ ମୋଟ୍‍ ୧୭,୬୪୧ଟି ମନ୍ଦିର ପରିଚାଳିତ ହେଉଛି । ଏହିସବୁ ଅନୁଷ୍ଠାନର ନୀତିକାନ୍ତି ଓ ପର୍ବପର୍ବାଣି ପାଇଁ ଗତ ୫ବର୍ଷରେ ମୋଟ୍‍ ୨୬କୋଟି ୫୦ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଆଇନ୍‍ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ । ମନ୍ତ୍ରୀ ତାଙ୍କ ଉତ୍ତରେ ଉଲ୍ଲେଖ କରିଛନ୍ତି ଯେ ଦୋବତ୍ତୋର ବିଭାଗ ଅଧିନରେ ଥିବା ମନ୍ଦିରଗୁଡିକୁ ୫ବର୍ଷରେ ୨୬କୋଟି ୫୦ଲକ୍ଷ ଟଙ୍କାର ସରକାରୀ ସହାୟତା ପ୍ରଦାନ କରାଯାଇଥିବାବେଳେ ପ୍ରମୁଖ ମନ୍ଦିରଗୁହିକର ବିକାଶ ପାଇଁ ୨ବର୍ଷ ମଧ୍ୟରେ ସରକାର ପ୍ରଦାନ କରିଥିବା ଅର୍ଥରାଶି ସଂକ୍ରାନ୍ତୀୟ ସୂଚନା ଦେବୋତ୍ତର ବିଭାଗରେ ଉପଲବ୍ଧ ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking