ଭୁବନେଶ୍ୱର: ଆସନ୍ତା ୨୭ରେ ବିଧାନସଭା ଘେରିବ କଂଗ୍ରେସ । ବିଧାନସଭା ଘେରାଉ ନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି । ନାରୀ ନିର୍ଯାତନା , ତାରାଙ୍କ ନିଲମ୍ବନ ପ୍ରସଙ୍ଗ ନେଇ ଘେରିବ ।