23.1 C
Bhubaneswar
Sunday, February 15, 2026
Homeଦେଶ ବିଦେଶଆଇଇଡି ବିସ୍ଫୋରଣ : ୨ ଶ୍ରମିକ ଆହତ

ଆଇଇଡି ବିସ୍ଫୋରଣ : ୨ ଶ୍ରମିକ ଆହତ

ରାୟପୁର : ଛତିଶଗଡ ନାରାୟଣପୁରରେ ଆଇଆଇଡି ବିସ୍ଫୋପଣ ହୋଇଛି । ଛୋଟେଡୋଙ୍ଗରେ ଥାନା ଆମଦାଇ ସୁହାପଥର ଖଣିରେ ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ୨ ଶ୍ରମିକ ଗୁରୁତର ଅଛନ୍ତି । ଆହତଙ୍କୁ  ନାରାୟଣପୁର ଜିଲ୍ଲା ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking