20.1 C
Bhubaneswar
Sunday, December 7, 2025
Homeଓଡିଶାବିଧାନସଭା ୪ଟା ଯାଏଁ ମୁଲତବି

ବିଧାନସଭା ୪ଟା ଯାଏଁ ମୁଲତବି

ଭୁବନେଶ୍ୱର : ଦ୍ୱିତୀୟ ପଯ୍ୟାୟ ବଜେଟ ଅଧିବେଶନରେ ବିରୋଧୀଙ୍କ ହୋହଲ୍ଲା ଦେଖାଦେଇଛି । ବିଜୁ ବାବୁ ପ୍ରସଙ୍ଗ ଓ ନାରୀ ସୁରକ୍ଷା ପ୍ରସଙ୍ଗରେ ବିରୋଧୀ ଦଳ ହଙ୍ଗାମା କରିଛନ୍ତି । ଏନେଇ ବାଚସ୍ପତି ଅପରାହ୍ଣ ୪ଟା ଯାଏଁ ବିଧାନସଭା ମୁଲତବି ଘୋଷଣା କରିଛନ୍ତି । ଅନ୍ୟପଟେ    ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହକୁ ମୁଲତବି  ରଖିଥିଲେ ବାଚସ୍ପତି ସୁରମା ପାଢୀ । ଦିନ ୧୨ଟା ଯାଏଁ ଗୃହକୁ ମୁଲତବି ରଖିଥିଲେ ବାଚସ୍ପତି । ବିଧାନସଭାରେ ବିଜୁ ବାବୁ ପ୍ରସଙ୍ଗ ଉଠାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ  ବିଜେଡି, କଂଗ୍ରେସ  ବିଧାୟକ । ଗୃହର ମଧ୍ୟ ଭାଗକୁ ଆସି ବିରୋଧୀ ନାରାବାଜି କରି ହଙ୍ଗାମା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking