ଭୁବନେଶ୍ୱର : ରାଜା ଚକ୍ରଙ୍କ ଘର ରେଡ ଘଟଣାରେ ବରିଷ୍ଠ ନେତା ବଦ୍ରିଙ୍କ ତେର୍ଛା ବାଣ । କହିଛନ୍ତି ରାଜା ଚକ୍ର କେବଳ କେନ୍ଦୁଝର ଜିଲ୍ଲା ନୁହେଁ ମୋ ଗାଁ ଲୋକ । ଯେଉଁଠି ସେ ଟଙ୍କା ଧନ , ସମ୍ପତ୍ତି ରଖିଛନ୍ତି ସେଇଠୁ ବାହାରୁଛି । ଦଳରେ ବହୁତ ଲୋକ ,କିଏ ଦଳ କାମ ତ ଆଉ କିଏ ବେପାର କରୁଛି । ସେମାନେ ଦଳ ଅପେକ୍ଷା ବେପାରକୁ ଗୁରୁତ୍ୱ ଦେଉଥିଲେ କହିଛନ୍ତି ବଦ୍ରି ପାତ୍ର । ବିଜେଡିକୁ ବ୍ୟବହାର କରି ଅର୍ଥ ଉପାର୍ଜନ ନା ନାହିଁ ତଦନ୍ତରୁ ଜଣାପଡିବ ।










