17.1 C
Bhubaneswar
Friday, February 13, 2026
Homeଓଡିଶାପରୀକ୍ଷାରେ ତ୍ରୁଟି ଥିଲେ କାର୍ଯ୍ୟାନୁଷ୍ଠାନ : ମନ୍ତ୍ରୀ

ପରୀକ୍ଷାରେ ତ୍ରୁଟି ଥିଲେ କାର୍ଯ୍ୟାନୁଷ୍ଠାନ : ମନ୍ତ୍ରୀ

ଭୁବନେଶ୍ୱର : ମାଟ୍ରିକ ବୋର୍ଡ ପରୀକ୍ଷାରେ ତ୍ରୁଟି ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ,ପ୍ରଶ୍ନ ତ୍ରୁଟି ବିଷୟରେ ସରକାର ଅବଗତ ଅଛନ୍ତି ।  ଏହାକୁ ଗମ୍ଭୀରତାର ସହିତ ବିଚାର କରାଯାଉଛି । ତ୍ରୁଟି ଉପରେ ବିଭାଗ ପକ୍ଷରୁ ତର୍ଜମା କରାଯାଉଛି । ଆବଶ୍ୟକ ପଡିଲେ କାଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଯାହା ଆବଶ୍ୟକ ପଡିବ ପଦେକ୍ଷପ ନିଆଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking