ଭୁବନେଶ୍ୱର : ପୂର୍ବ ସରକାରକୁ ରାଜ୍ୟ ବିଜେପି ସଭାପତି ଟାର୍ଗେଟ କରିଛନ୍ତି । ମନମୋହନ କହିଛନ୍ତି , ଇତିହାସକୁ ବଦଳାଉନୁ , ସମୀକ୍ଷା କରୁଛି । ପଲ୍ଲୀସଭା ଗଣତନ୍ତ୍ରର ଅଧିକାର । ପୂର୍ୱରୁ ପଲ୍ଲୀସଭାକୁ ବନ୍ଦ କରିଥିଲେ, ଏବେ ପୁଣି ହେଉଛି । ଗଣତନ୍ତ୍ରର କଣ୍ଠରୋଧ କରିବାର ଉଚିତ ଜବାବ ଦେଲେ ଜନତା । ବିଜେଡି ପାପ କଲା , ପ୍ରାୟଶ୍ଚିତ କରିବାକୁ ପଡିବ ।










