ଭୁବନେଶ୍ୱର: କଂଗ୍ରେସ କାର୍ଯ୍ୟାଳୟରେ ପିସିସି ସଭାପତି । ପିସିସି ସଭାପତି ଭକ୍ତ ଦାସଙ୍କ ବକ୍ତବ୍ୟ । ସଂକଳ୍ପ ଯାତ୍ରା ଦଳକୁ ଏକଜୁଟ୍ କରିବାକୁ ଥିଲା । ସମସ୍ତଙ୍କ ଭିତରେ ଏକତା ପାଇଁ ପଦଯାତ୍ରା । ସଂଗଠନ ତିଆରି କରିବାକୁ ନୂଆ କିଛି ପ୍ରୟାସ କରିଛୁ । ୩୦ ଜିଲ୍ଲାର ନେତା ଓ କର୍ମୀ ପଦଯାତ୍ରାରେ ଯୋଗଦେଲେ । ସମସ୍ତଙ୍କର ସହେଯାଗ ଆମ ସହ ଅଛି । ରାଜ୍ୟରେ ନୂଆ ଆଲୋଡନ ପାଇଁ ପଦଯାତ୍ରା । ସମସ୍ତଙ୍କ ଅକୁଣ୍ଠ ଆଶୀର୍ବାଦ ନେଇ କାମ କରିବୁ । ଶାସନରେ ବସିବା ପରେ ନେତାଙ୍କ ଚରିତ୍ର ବଦଳିଯାଉଛି । ଯୁବକଙ୍କୁ ଧ୍ୟାନ ଦିଆଯାଉଛି, ମହିଳାଙ୍କୁ ସମ୍ମାନ ମିଳୁନି । ଜଣେ ସଭାପତି ହେଲେ ସେ ସବୁକିଛି ନୁହେଁ । ସଭାପତି ଜଣେ ଡିଟେକ୍ଟର ନୁହେଁ । ଦଳକୁ ଯଦି ଠିକ୍ ରାସ୍ତାରେ ନେବି ସେତିକି ହେବ ବଡକାମ ।










