ଭୁବନେଶ୍ୱର: ମାହାଙ୍ଗା ପ୍ରସଙ୍ଗରେ ଅରୁଣ-ସାରଦା ମୁହାଁମୁହିଁ । ନିର୍ବାଚିତ ପ୍ରତିନିଧିମାନେ ଆନ୍ଦୋଳନ କରୁଥିଲେ । ତାଙ୍କୁ ଗୁଣ୍ଡା ଲଗାଇ ମାଡ ମରାଗଲା । ରାଜ୍ୟରେ ଆଇନଶୃଙ୍ଖଳା ବିଗିଡି ଗଲାଣି । ପଞ୍ଚାୟତ ପ୍ରତିନିଧିମାନଙ୍କୁ ମାଡ ମରାଯାଇଛି । ସବୁ ପଞ୍ଚାୟତରେ କାମ ବନ୍ଦ । ଯଦି କାମ ବନ୍ଦ ଅଛି, ଖର୍ଚ୍ଚ କେେବେଳେ କରିବେ । ବାଚସ୍ପତିଙ୍କ ନିର୍ଦ୍ଦେଶ ଦାବିକଲେ ଅରୁଣ । ମାର୍ଚ୍ଚ ୩୧ ସୁଦ୍ଧା ଗତ ବଜେଟ୍ ଖର୍ଚ୍ଚ କରନ୍ତୁ ସରକାର ।










