ଯୋଡା: ହାତୀ ଦେଖିବାକୁ ଯିବା ହେଲା କାଳ । ହାତୀ ଆକ୍ରମଣରେ ଚାଲିଗଲା ଯୁବକଙ୍କ ଜୀବନ । ଘଟଣାଟି ଚମ୍ପୁଆ ରେଞ୍ଜ ଟୁଣୁଟୁଣା ଶାଳ ଜଙ୍ଗଲର ଘଟଣା ଅଟେ । ହାତୀ ଆକ୍ରମଣ ପରେ ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ଘଟିଲା ।