13.1 C
Bhubaneswar
Friday, December 12, 2025
Homeଓଡିଶାଦନ୍ତା ହାତୀର ଉତ୍ପାତ :ଘର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ

ଦନ୍ତା ହାତୀର ଉତ୍ପାତ :ଘର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ

ସୁନ୍ଦରଗଡ଼ : ଦନ୍ତା ହାତୀର ଉତ୍ପାତ । ଘରଦ୍ବାର ଭାଙ୍ଗିବା ସହ ନଷ୍ଟ କଲା ପରିବା ଫସଲ । ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଂଚଳରେ ଏକ ଗୋଠଛଡା ଦନ୍ତା ହାତୀ ଉତ୍ପାତ ଚଳାଇଥିବା ବେଳେ ଗତକାଲି ବଣାଇ ସହରରେ ପଶି ରାତିରେ ତଳିତା, ବାଞ୍ଜିକୁସୁମ, ବଡ଼ପୋଷ ଅଂଚଳରେ ବ୍ୟାପକ ଫସଲ ନଷ୍ଟ କରିଛି । ହାତୀଟି ଗୋଠଛଡା ହୋଇ ପଳାଇ ଆସି ବଣାଇ ରେଞ୍ଜ, କୁଳିପୋଷ, ବାଙ୍କୀ ଅଂଚଳରେ ଉତ୍ପାତ ଚାଲଇଛି । ହାତୀଟି ଆକ୍ରମଣକାରି ହୋଇଥିବାରୁ ବନ ବିଭାଗ ମାଇକ ଯୋଗେ ଲୋକଙ୍କୁ ସତର୍କ କରାଉଛି । ବନ ବିଭାଗ ହାତୀ ଉପରେ ନଜର ରଖିବା ସହ ଘଉଡ଼ାଇବା ପାଇଁ ଉଦ୍ୟମ ଜାରି ରଖିଛି । ଅନ୍ୟପଟେ ବ୍ୟାପକ ଫସଲ ନଷ୍ଟ ହୋଇଥିବାରୁ ଅଞ୍ଚଳବାସୀ  କ୍ଷତିପୂରଣ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking