21.1 C
Bhubaneswar
Wednesday, February 11, 2026
Homeଓଡିଶାଗୃହ ୪ଟା ଯାଏଁ  ମୁଲତବି

ଗୃହ ୪ଟା ଯାଏଁ  ମୁଲତବି

ଭୁବନେଶ୍ୱର : ଗୃହ ୪ଟା ଯାଏଁ  ମୁଲତବି ହୋଇଛି ।  ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ ଦେଖାଦେଇଛି । ଗୃହରେ ବିଜେଡି ଓ କଂଗ୍ରେସ ସଭ୍ୟ ନାରାବାଜି କରିଥିଲେ । ବାଚସ୍ପତିଙ୍କ ପୋଡିୟମ ତଳେ ଜୋରଦାର ପ୍ରତିବାଦ ଦେଖାଦେଇଥିଲା । ହଟ୍ଟଗୋଳ ଯୋଗୁଁ ଗୃହ ଅପରାହ୍ଣ ୪ଟା ଯାଏଁ ମୁଲତବି ହୋଇଛି । ଗତକାଲି ବିଧାନସଭା ସ୍ୱାଭାବିକ ଚାଲିଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking