30.1 C
Bhubaneswar
Tuesday, February 10, 2026
Homeଓଡିଶା୨୦୩୬ରେ ଓଡିଶା ଆତ୍ମନିର୍ଭର ରାଜ୍ୟ ହେବ: ମନ୍ତ୍ରୀ

୨୦୩୬ରେ ଓଡିଶା ଆତ୍ମନିର୍ଭର ରାଜ୍ୟ ହେବ: ମନ୍ତ୍ରୀ

ଭୁବନେଶ୍ୱର: ବଜେଟ୍‌କୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ । କେନ୍ଦ୍ର ଓ ରାଜ୍ୟ ବଜେଟକୁ ନେଇ ଗିରିରାଜ ସିଂଙ୍କ ସୂଚନା । ୧୬ ଲକ୍ଷ କୋଟିରୁ ୨୦୧୪ରେ ବଜେଟ ଆରମ୍ଭ ହୋଇଥିଲା । ୨୦୨୫-୨୬ରେ ୫୧ ଲକ୍ଷ କୋଟିର ବଜେଟ ହୋଇଛି । ୧୨ ଲକ୍ଷ ଟଙ୍କା ଯାଏଁ ରୋଜଗାର ଉପରେ ଟିକସ ଛାଡ୍ । କୃଷକଙ୍କୁ ୫ ଲକ୍ଷ ଟଙ୍କା କ୍ରେଡିଟ କାର୍ଡରେ ଦିଆଯାଇଛି । ରାଜ୍ୟ ବଜେଟକୁ ନେଇ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା । ଓଡିଶା ବଜେଟରେ ୪ଟି ବର୍ଗଙ୍କୁ ଗୁରୁତ୍ୱ ଦିଆଯାଇଛି । ଅନ୍ନଦାତାଙ୍କ ପାଇଁ  ସ୍ୱତନ୍ତ୍ର ବଜେଟ । ମହିଳାମାନଙ୍କ ପାଇଁ ସୁଭଦ୍ରା ସୁରକ୍ଷା ଯୋଜନା କରାଯାଇଛି । ୨୦୩୬ରେ ଓଡିଶା ଆତ୍ମନିର୍ଭର ରାଜ୍ୟ ହେବ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking