24.1 C
Bhubaneswar
Tuesday, February 10, 2026
Homeଓଡିଶାକ୍ଷମା ମାଗିଲେ କିଟ୍ କର୍ତ୍ତୃପକ୍ଷ

କ୍ଷମା ମାଗିଲେ କିଟ୍ କର୍ତ୍ତୃପକ୍ଷ

ଭୁବନେଶ୍ୱର : କ୍ଷମା ମାଗିଲେ କିଟ୍ କର୍ତ୍ତୃପକ୍ଷ। ଫେବୃୟାରୀ ୧୬ ତାରିଖ ଘଟଣାକୁ ଦୁଃଖ ପ୍ରକାଶ କରିଛନ୍ତି କିଟ୍ କର୍ତ୍ତୃପକ୍ଷ । ଘଟଣା ପାଇଁ ୨ଜଣ ସିକ୍ୟୁରିଟି ଗାର୍ଡଙ୍କୁ ଟର୍ମିନେଟ କରାଯାଇଛି । ସେହିଭଳି ହଷ୍ଟେଲର ୨ଜଣ ସିନିୟର ଅଫିସର ଏବଂ ଇଣ୍ଟରନ୍ୟାସନାଲ ରିଲେସନ ଅଫିସର ଜଣେ ସିନିୟର ଆଡମିନଷ୍ଟ୍ରେଟିଭ ଅଫିସରଙ୍କୁ ସସପେଣ୍ଡ କରାଯାଇଛି। ଅଧିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।  ସେପଟେ ତୁରନ୍ତ କ୍ୟାମ୍ପସକୁ ଫେରିବାକୁ ଛାତ୍ରଛାତ୍ରୀଙ୍କୁ ଅନୁରୋଧ କରାଯାଉଛି। ଛାତ୍ରଛାତ୍ରୀଙ୍କ ଫେରିବା ନେଇ କ୍ୟାମ୍ପସ ୬ ପରିସରରେ ସ୍ୱତନ୍ତ୍ର ଭାବେ ଏକ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି। ଘଟଣାକୁ ନେଇ କ୍ଷମାପ୍ରାର୍ଥନା କରିବା ସହ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଆମର ପ୍ରଥମ ଦାୟିତ୍ୱ ବୋଲି କହିଛନ୍ତି କିଟ୍ କର୍ତ୍ତୃପକ୍ଷ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking