25.1 C
Bhubaneswar
Wednesday, February 11, 2026
Homeଓଡିଶାକେନ୍ଦୁପତ୍ର ତୋଳାଳିଙ୍କ ପାଇଁ ୧୨୦ କୋଟି ବ୍ୟୟ ବରାଦ

କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ୧୨୦ କୋଟି ବ୍ୟୟ ବରାଦ

ଭୁବନେଶ୍ୱର : ଆଜି ରାଜ୍ୟ ବଜେଟ ଅଧିବେଶନ । ବଜେଟ ଉପସ୍ଥାପନା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଲୋକଙ୍କ ସରକାରର ଏହା  ଦ୍ୱିତୀୟ ବଜେଟ । ୨ ଲକ୍ଷ ୯୦ ହଜାର କୋଟିର ବଜେଟ ଉପାସ୍ଥାପନା କରିଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ୧୨୦ କୋଟି ବ୍ୟୟ ବରାଦ ହୋଇଛି। ଏହା ଦ୍ବାରା ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଓଡ଼ିଶାର କେନ୍ଦୁପତ୍ର ତୋଳାଳି ଉପକୃତ ହେବ। କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ସୁବର୍ଣ୍ଣପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ଅନୁଗୁଳ, ବୌଦ୍ଧ, ନବରଂଗପୁର, ମାଲକାନଗିର ସୁନ୍ଦରଗଡ଼ ଆଦି ଜିଲ୍ଲାରେ କେନ୍ଦୁପତ୍ର ‌ତୋଳାଳି ଅଛନ୍ତି।  

ଆରମ୍ଭ ହେବ ସ୍ବଚ୍ଛ ଓଡ଼ିଶା ଯୋଜନା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking