30.1 C
Bhubaneswar
Tuesday, February 10, 2026
Homeଓଡିଶାନବମ ଶ୍ରେଣୀ ପିଲାଙ୍କୁ ମିଳିବ ମାଗଣା ସାଇକେଲ : ମୁଖ୍ୟମନ୍ତ୍ରୀ  

ନବମ ଶ୍ରେଣୀ ପିଲାଙ୍କୁ ମିଳିବ ମାଗଣା ସାଇକେଲ : ମୁଖ୍ୟମନ୍ତ୍ରୀ  

ଭୁବନେଶ୍ୱର : ଆଜି ରାଜ୍ୟ ବଜେଟ ଅଧିବେଶନ । ବଜେଟ ଉପସ୍ଥାପନା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଲୋକଙ୍କ ସରକାରର ଏହା  ଦ୍ୱିତୀୟ ବଜେଟ । ୨ ଲକ୍ଷ ୯୦ ହଜାର କୋଟିର ବଜେଟ ଉପାସ୍ଥାପନା କରିଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି ମାଳତୀ ଦେବୀ  ପାକ ବିଦ୍ୟାଳୟ  ପରିଧାନ ଯୋଜନା କରାଯିବ । ଅଙ୍ଗନୱାଡି ପିଲାଙ୍କୁ ୟୁନିଫର୍ମ ପ୍ରଦାନ କରାଯିବ । ବାଲ୍ୟ ବିବାହ ବନ୍ଦ ପାଇଁ ଆଦ୍ୱିକା ନାମରେ ନୂଆ  ଯୋଜନା ରହିଛି । ଆମ କୁନିପିଲା ନାଁରେ ଯୋଜନା ରହିବ । ନବମ ଶ୍ରେଣୀ ପିଲାଙ୍କୁ ମିଳିବ ମାଗଣା ସାଇକେଲ ।

ଇକୋ  ଟୁରିଜିମକୁ ପ୍ରାଧାନ୍ୟ : ମୁଖ୍ୟମନ୍ତ୍ରୀ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking