19.1 C
Bhubaneswar
Wednesday, February 11, 2026
Homeଓଡିଶାଜୟଦେବ ଜେନାଙ୍କୁ  ହତ୍ୟା ଧମକ

ଜୟଦେବ ଜେନାଙ୍କୁ  ହତ୍ୟା ଧମକ

ଭୁବନେଶ୍ୱର : ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନାଙ୍କୁ ଫୋନରେ ହତ୍ୟା ଧମକ ଦିଆଯାଇଛି । ୫୦ ଲକ୍ଷ ଟଙ୍କା ମଦେଲେ ଜୀବନ ପ୍ରତି ବିପଦ ଥିବା  କହିଲେ । ଯଦି ଟଙ୍କା ନାହିଁ ୫୦ ହଜାର ଟଙ୍କା ପଠାନ୍ତୁ କହିଲେ ଜୟଦେବ । ମୁଁ ଏନେଇ କ୍ୟାପିଟାଲ ଥାନାରେ ଅନଲାଇନରେ ଏତଲା କରିଛି । ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଇ- ମେଲ ଜରିଆରେ ଅଭିଯୋଗ କରିଛି । କ୍ୟାପିଟାଲ ଥାନା ପୋଲିସ ଏନେଇ ତଦନ୍ତ କରୁଛି  କହିଛନ୍ତି ଜୟଦେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking