19.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶକର୍ଣ୍ଣାଟକ‘ଇଚ୍ଛାମୃତ୍ୟୁ’କୁ ଅନୁମତି

କର୍ଣ୍ଣାଟକ‘ଇଚ୍ଛାମୃତ୍ୟୁ’କୁ ଅନୁମତି

ନୂଆଦିଲ୍ଲୀ : ଦେଶର ପ୍ରଥମ ରାଜ୍ୟ ଭାବେ  କଣ୍ଣାଟକ ସରକାର ରାଇଟ ଟୁ ଡାଏ ଆକ୍ଟ ୱିଥ  ବା ସମ୍ମାନର ସହ ଇଚ୍ଛାମୃତ୍ୟୁ ଅଧିକାର  ଲାଗୁ କରିଛନ୍ତି । ଅତ୍ୟଧିକ ଗମ୍ଭୀର ରୋଗରେ ପୀଡିତ ବା ଯେଉଁ ରୋଗରେ ଚିକିତ୍ସା ନାହିଁ ସେଭଳି ସ୍ଥିତିରେ  ବ୍ୟକ୍ତି ସମ୍ମାନର ସହ ଇଚ୍ଛାମୃତ୍ୟୁ ଅଧିକାର ଅନୁସାରେ ନିଜ ଜୀବନ ତ୍ୟାଗ କରିପାରିବେ ।ନିକଟରେ ଏହି ପିଟିସନ ଉପରେ ଶୁଣାଣୀ କରି ସୁପ୍ରିମକୋର୍ଟ କର୍ଣ୍ଣାଟକ ସରକାରଙ୍କୁ ଅଧିକାର ଲାଗୁ କରିବାକୁ ଆଦେଶ ଦେଇଥିଲେ ।ଆଜି ଏହି ବାବଦରେ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି କର୍ଣ୍ଣାଟକ ସ୍ବାସ୍ଥ୍ୟମନ୍ତ୍ରୀ । ତେବେ ଏହା ପାଇଁ ନିଦ୍ଦିଷ୍ଟ ନିୟମ ରହିଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking