16.1 C
Bhubaneswar
Sunday, December 14, 2025
Homeଓଡିଶାପିପିଲି ବଜାର ଦେଇ ବସ ଚଳାଚଳ ବାଧାପ୍ରାପ୍ତ

ପିପିଲି ବଜାର ଦେଇ ବସ ଚଳାଚଳ ବାଧାପ୍ରାପ୍ତ

ଭୁବନେଶ୍ୱର:ଭୁବନେଶ୍ୱର ପୁରୀ ୩୧୬ ନମ୍ବର ଜାତୀୟ ରାଜପଥ ନୂଆଶାସନ ଛକରେ ରାସ୍ତା ଅବରୋଧ। ସ୍ଥାନୀୟ ଲୋକ କରଛନ୍ତି ରାସ୍ତା ଅବରୋଧ।ରାସ୍ତାରେ ଅଟକିଲେ ଯାତ୍ରୀଙ୍କ ସହିତ ଶତାଧିକ ଗାଡ଼ି।ପିପିଲି ବଜାର ଦେଇ ବସ ଚଳାଚଳ କରିବା ପରିବର୍ତ୍ତେ ବାଇପାସରେ ଯାତ୍ରା କରୁଥିବାରୁ ପିପିଲି ଜନସାଧାରଣ ଆଜି ରାସ୍ତା ଅବରୋଧ କରିଛନ୍ତି। ପିପିଲି ବଜାର ଦେଇ ଯାତ୍ରା କରିବା ପାଇଁ ଦାବି କରିଛନ୍ତି। ଆଜି ସକାଳୁ ସ୍ଥାନୀୟ ଜନସାଧାରଣ ରାସ୍ତା  ଅବରୋଧ କରିଥିବା ବେଳେ ପିପିଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking