17.1 C
Bhubaneswar
Tuesday, December 9, 2025
Homeଓଡିଶା୬ ବର୍ଷର  ଶିଶୁ କନ୍ୟାକୁ ଦଳି ଦେଲା ଦନ୍ତା

୬ ବର୍ଷର  ଶିଶୁ କନ୍ୟାକୁ ଦଳି ଦେଲା ଦନ୍ତା

ଢେଙ୍କାନାଳ:  ଢେଙ୍କାନାଳ ଜିଲ୍ଲା ଘରେ ପଶି  ୬ ବର୍ଷର  ଶିଶୁ କନ୍ୟାକୁ ଦଳି ଦେଲା ଦନ୍ତା । ମୋଟଙ୍ଗା ଥାନା ହାଣ୍ଡିଫୁଟା ଗାଁରେ ହାତୀ ଉପଦ୍ରବ  । ହେଲେ ଅଳ୍ପକେ ପରିବାରର ଅନ୍ୟ ୨ ସଦସ୍ୟ । ଏହି ପ୍ରତିବାଦରେ  ହିନ୍ଦୋଳ ଗୁଡିଆଟେଣୀ ରାସ୍ତା ଅବରୋଧ କରିଛନ୍ତି । ଏବେ ଗାଁରେ ହାତୀ ଭୟରେ ଲୋକଙ୍କ ମନରେ ଆତଙ୍କ ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking