16.1 C
Bhubaneswar
Tuesday, February 10, 2026
Homeଓଡିଶାଖୁବଶୀଘ୍ର ବିଜେଡି ସାଂଗଠନିକ ନିର୍ବାଚନ: ମନ୍ତ୍ରୀ  

ଖୁବଶୀଘ୍ର ବିଜେଡି ସାଂଗଠନିକ ନିର୍ବାଚନ: ମନ୍ତ୍ରୀ  

ଭୁବନେଶ୍ୱର: ଖୁବଶୀଘ୍ର ଶେଷ ହେବ ବିଜେଡି ସାଂଗଠନିକ ନିର୍ବାଚନ । ଏନେଇ ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର ସୂଚନା ଦେଇଛନ୍ତି । ସାଂଗଠନିକ କାର୍ଯ୍ୟକଳାପ ଦଳର ଗୋଟେ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ସବୁ ବର୍ଷ ନିର୍ଦ୍ଧାରିତ ସମଟରେ ଆମ ନିର୍ବାଚନ ହୁଏ । ୧୦ ରୁ ୧୨ ସପ୍ତାହ ମଧ୍ୟରେ ପ୍ରକ୍ରିୟା ଶେଷ ହେବ । ଚଳିତ ମାସ ଶେଷ ସୁଦ୍ଧା କିମ୍ବା ଫେବଋଆରୀ ପ୍ରଥମ ସପ୍ତାହରେ ଘୋଷଣା ହେବ ।  ତା’ପରେ କ୍ଷେତ୍ରୀୟ ଅଧିକାରୀଙ୍କ ନାଁ ଘୋଷଣା ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking