35.1 C
Bhubaneswar
Thursday, March 26, 2026
Homeଦେଶ ବିଦେଶଇସ୍ରାଏଲର ବୋମା ବିସ୍ଫୋରଣରେ ୧୭ ମୃତ

ଇସ୍ରାଏଲର ବୋମା ବିସ୍ଫୋରଣରେ ୧୭ ମୃତ

ନୂଆଦିଲ୍ଲୀ : ୨୦୨୫ ବର୍ଷର ପ୍ରଥମ ଦିନରେ ଗାଜା ଯୁଦ୍ଧ ଏହାର ୪୫୩ ତମ ଦିନରେ ପ୍ରବେଶ କରିଛି, ବର୍ଷର ପ୍ରଥମ ଦିନରେ ମଧ୍ୟ ଇସ୍ରାଏଲ୍ ଗାଜା ଉପରେ ଆକ୍ରମଣ ଜାରି ରଖିଛି। ଇସ୍ରାଏଲ ବୋମା ବିସ୍ଫୋରଣରେ ୧୭ ପାଲେଷ୍ଟାଇନୀୟଙ୍କର ମୃତ୍ୟୁ ଘଟିଛି। ଏହା ସହିତ ରିଲିଫ କ୍ୟାମ୍ପ୍‌ରେ ମଧ୍ୟ ଲୋକଙ୍କ ଜୀବନ ଯାଇଛି। ମିଳିତ ଜାତିସଂଘ କହିଛି ଯେ, ଗାଜାର ଡାକ୍ତରଖାନା ଉପରେ ଇସ୍ରାଏଲର ଆକ୍ରମଣ ଯୋଗୁ  ସ୍ୱାସ୍ଥ୍ୟ ସେବାକୁ ନଷ୍ଟ ହୋଇଯାଇଛି। ଜାତିସଂଘ ଏହା ମଧ୍ୟ କହିଛି ଯେ, ଏହି ଆକ୍ରମଣ କରିବା ପଛରେ ଇସ୍ରାଏଲର କାରଣ, ପାଲେଷ୍ଟାଇନ ସଶସ୍ତ୍ର ଗୋଷ୍ଠୀ ଏହି ସୁବିଧା ବ୍ୟବହାର କରୁଛନ୍ତି। ଏହା ମିଥ୍ୟା ଏବଂ ସର୍ବସାଧାରଣଙ୍କ ନିକଟରେ ଉପଲବ୍ଧ ତଥ୍ୟର ବିପରୀତ।ହମାସ୍‌ର ସାମରିକ ୱିଙ୍ଗ ଅଲ-କାସାମ ବ୍ରିଗେଡ ଘୋଷଣା କରିଛି ଯେ ଏହାର ଯୁଦ୍ଧବିମାନ ଇସ୍ରାଏଲର ନେଟିଭୋଟ ବସ୍ତିରେ ରକେଟ ମାଡ଼ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking