ଭୁବନେଶ୍ୱର: ତେଲ ଟାଙ୍କି ଗ୍ୟାସକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ ବୟାନ । ତେଲ ଟାଙ୍କିରେ ଠକେଇ ହେଉଥିବା ନେଇ ଯୋଗାଣ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ଯୋଗାଣ ମନ୍ତ୍ରୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ , ତେଲ ଟାଙ୍କି, ଗ୍ୟାସରେ ହେଉଛି ଠକେଇ । ଏ ନେଇ ବଡ ବୟାନ ଦେଇଛନ୍ତି, ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ୩୭୧ ଟାଙ୍କିରେ କମ ତେଲ ଆସୁଛି । ୫ ଲିଟର ତେଲରେ ୨୦ ରୁ ୩୦ ଗ୍ରାମ କମ ଆସୁଛି । ଗ୍ୟାସ ଏଜେନ୍ସି ଗୁଡିକରେ ଚେକିଂ ହେବ ।