19.1 C
Bhubaneswar
Friday, December 26, 2025
Homeଦେଶ ବିଦେଶଡବଲ ମର୍ଡର ମାମଲାରେ ଅଭିଯୁକ୍ତ ଗିରଫ

ଡବଲ ମର୍ଡର ମାମଲାରେ ଅଭିଯୁକ୍ତ ଗିରଫ

ବେଙ୍ଗାଲୁରୁ: ବେଙ୍ଗାଲୁରୁ ପୋଲିସ ଗୁରୁବାର ଦୁଇ ସପ୍ତାହ ପୂର୍ବରୁ ହୋଇଥିବା ଡବଲ ମର୍ଡର ମାମଲାରେ ପୋଲିସ ଦୁଇ ନେପାଳ ନାଗରିକଙ୍କୁ ଗିରଫ କରିଛନ୍ତି। ବିହାରର ସୁରକ୍ଷା କର୍ମୀ ବିକ୍ରମ ସିଂ ଏବଂ ଡ୍ରାଇଭରଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଅଭିଯୁକ୍ତ ସରଗାମ, ୨୧ ଏବଂ ସମୀର, ୧୯ ବର୍ଷ ପୋଲିସ ଗିରଫ କରିଛି । ସିଂ ୟେଲାହଙ୍କା ନିଉ ଟାଉନର ଏକ ଖାଲି କାରଖାନାରେ କାମ କରୁଥିଲେ ଏବଂଡ୍ରାଇଭର ଏକ ସ୍ଥାନୀୟ ବସ୍ତ୍ର କାରଖାନାରେ ନିୟୋଜିତ ହୋଇଥିଲେ। ସୋମବାର ସକାଳେ ଉଭୟଙ୍କ ମୃତଦେହ ମିଳିଥିଲା।ଚା ’ବିକ୍ରେତା ସେମାନଙ୍କ ରକ୍ତ ଜୁଡୁବୁଡୁ ମୃତଦେହ କୁ ଦେଖିବା ପରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରିଥିଲା।ପୋଲିସର ସୂଚନାନୁସାରେ, ସିଂ ଏବଂଡ୍ରାଇଭରକୁ ରବିବାର ରାତିରେ ଚିକେନ୍ ତରକାରୀ ଖାଉଥିଲେ, ସେତେବେଳେ ଦୁଇ ଜଣକୁ ଜୀବନରୁ ମାରିଦେଇଛନ୍ତି।

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking