16.1 C
Bhubaneswar
Sunday, December 15, 2024
Homeଦେଶ ବିଦେଶଅଲ୍ଲୁ ଅର୍ଜୁନ ଗଲେ ହାଇକୋର୍ଟ

ଅଲ୍ଲୁ ଅର୍ଜୁନ ଗଲେ ହାଇକୋର୍ଟ

ନୂଆଦିଲ୍ଲୀ : ଗିରଫ ପରେ ଅଲ୍ଲୁ ଅର୍ଜୁନ ହାଇକୋର୍ଟ ଗଲେ ।  ଜାମିନ ଆବେଦନ ପାଇଁ ହାଇକୋର୍ଟ ଗଲେ । ଜରୁରୀ ଶୁଣାଣି ପାଇଁ ହାଇକୋର୍ଟର ଆବେଦନ ରହିଛି । ତେଲେଙ୍ଗାନା ହାଇକୋର୍ଟରେ ଆବେଦନ କରିବେ । ହ୍ରାଇଦ୍ରାବାଦର ଗାନ୍ଧୀ ହସ୍ପିଟାଲକୁ ଗଲେ ଅଲ୍ଲୁ ଅର୍ଜୁନ । ଅଲ୍ଲୁ ଅର୍ଜୁନଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ  ହସ୍ପିଟାଲ ନିଆଗଲା । ସୂଚନା ଅନୁସାରେ ଫିଲ୍ମ ଅଭିନେତା ଅଲ୍ଲୁ ଅର୍ଜୁନ ଗିରଫ ହୋଇଛନ୍ତି । ସନ୍ଧ୍ୟା ଥିଏଟରରେ ପୁଷ୍ପା ୨ ସ୍କ୍ରିନିଂ ସମୟରେ  ହୋଇଥିବା ଦଳା ଚକଟା ପାଇଁ ହାଇଦ୍ରାବାଦ ପୋଲିସ  ଗିରଫ କରିଛି । ଦଳା ଚକଟାରେ ମହିଳାଙ୍କ ମୃତ୍ୟୁ ମାମଲାରେ ଗିରଫ  କରାଯାଇଥିଲା । ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କର ୮ ବର୍ଷର ପୁଅ ଗଭୀର ଭାବରେ ଆହତ ହୋଇଥିଲେ । ପୂର୍ୱରୁ ଅଲ୍ଲୁ ଅର୍ଜୁନ ଆର୍ଥିକ ସହାୟତା ମଧ୍ୟ ଘୋଷଣା କରିଥିଲେ ।   ବିଏନଏସସେକ୍ସନ ୧୦୫ ଅଧିନରେ  ଏବଂ ୧୧୮  (୧) ଆରଡବ୍ଲୁ ୩, ୫ ଅଧିନରେ ମାମଲା ଦାୟର ହୋଇଥିବା ନେଇ ସୂଚନା ଦେଇଛନ୍ତି ସେଣ୍ଟ୍ରାଲ ଜୋନର  ଡିସିପି  ହାଇଦ୍ରାବାଦ ପୋଲିସର ଆକାକ୍ଷୀଂ ଯାଦବ । ଜାତୀୟ ଗଣ ମାଧମକୁ ସେ ସୂଚନା ଦେଇଛନ୍ତି ଯେ  ମାମଲା ଦାୟର କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking