19.1 C
Bhubaneswar
Saturday, December 27, 2025
Homeଓଡିଶା୩ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

୩ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜିଠୁ ୩ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମାଲକାନଗିରି , କୋରାପୁଟ ଓ ସମ୍ବଲପୁର ଗସ୍ତରେ  ଯିବେ ମୁଖ୍ୟମନ୍ତ୍ରୀ ।  ସେଠାରେ ଆୟୋଜନ ହୋଇଥିବା ସରକାରୀ ଓ ଦଳୀୟ କାଯ୍ୟକ୍ରମରେ ଯୋଗଦେବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking