14.1 C
Bhubaneswar
Saturday, December 6, 2025
Homeଓଡିଶାରାଜରାସ୍ତାରେ ମାଣବସା

ରାଜରାସ୍ତାରେ ମାଣବସା

ଭୁବନେଶ୍ୱର: ଭୁବନେଶ୍ବର ଲୋୟର ପିଏମଜିରେ ମାଣ ବସାଇଛନ୍ତି ବହୁମୁଖୀ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘ । ନିଯୁକ୍ତି ଦାବି ନେଇ ୪ ଦିନ ହେଲା ଧାରଣାରେ ବସିଛନ୍ତି । ୨୦୨୩ ଡିସେମ୍ବରରେ ପରୀକ୍ଷା ଦେଇ ୧୮ ମାସ ବିତିଯାଇଥିଲେ ମଧ୍ୟ ଏବେ ୟାଏ ନିଯୁକ୍ତି ମିଳିନଥିବା ଅଭିଯୋଗ କରିଛନ୍ତି । ସେପ୍ଟେମ୍ବର ୨୫ରେ ଫାଇନାଲ ଲିଷ୍ଟ ବାହାରିଛି । ହେଲେ ଏ ପର୍ଯ୍ୟନ୍ତ ୨ହଜାର ୭୫୩ଜଣ ମହିଳାଙ୍କୁ ନା ମିଳିଛି ନିଯୁକ୍ତି ନା ପୋଷ୍ଟିଂ । ଶାନ୍ତିପୂର୍ଣ୍ଣ ବାବେ ଧାରମାରେ ବସିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସରକାର ସେମାନଙ୍କ ଦାବି ଶୁଣିନାହାଁନ୍ତି । ଏପରିକି ଗୁରୁବାରରେ ନିଜ ଘରେ ମାଣ ନବସାଇ ଶେଷରେ ରାଜରାସ୍ତାରେ କରିଛନ୍ତି ମାଣବସା । କାନ୍ଦି କାନ୍ଦି ସରକାରଙ୍କୁ ଗିହାରୀ କରିଛନ୍ତି ଶୀଘ୍ର ଦାବି ପୂରଣ କରିବା ପାଇଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking