33.1 C
Bhubaneswar
Friday, March 27, 2026
Homeଦେଶ ବିଦେଶଯବାନ - ମାଓବାଦୀ ଗୁଳି ବିନିମୟ

ଯବାନ – ମାଓବାଦୀ ଗୁଳି ବିନିମୟ

ନୂଆଦିଲ୍ଲୀ : ଛତିଶଗଡ ଅବୁଝମାଡ ଜଙ୍ଗଲରେ ଗୁଳି ବିନିମୟ ହୋଇଛି । ଭୋର ସମୟରୁ ଯବାନ- ମାଓବାଦୀ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ଦାନ୍ତେଫ୍ୱାଡା , ନାରାୟଣପୁର ପୁଲିସ ପକ୍ଷରୁ ଅପରେସନ ଜାରି ରହିଛି । ମିଳିତ ଅପରେସନରେ  କୋଣ୍ଡାଗାଓଁ ଏବଂ ବସ୍ତର ପୋଲିସ ସାମିଲ ଅଛନ୍ତି । ଏହା ସହିତ ଅପରେସନରେ ଡିଆରଜି , ଏସଟିଏଫ, ସିଆରପିଏଫ ସାମିଲ ଅଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking