30.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶୟୁପିଏସସି ମେନ ପରୀକ୍ଷା ଫଳାଫଳ ଘୋଷଣା

ୟୁପିଏସସି ମେନ ପରୀକ୍ଷା ଫଳାଫଳ ଘୋଷଣା

ନୂଆଦିଲ୍ଲୀ: ସଂଘୀୟ ଲୋକ ସେବା ଆୟୋଗ(ୟୁପିଏସସି) ସିଭିଲ ସେବା ମୁଖ୍ୟ ପରୀକ୍ଷା ୨୦୨୪ର ଫଳାଫଳ ଘୋଷଣା କରାଯାଇଛି। ରେଜଲ୍ଟ ଅଫିସିଆଲ ୱେବସାଇଟରେ ଜାରି ହୋଇଛି। ଯେଉଁ ପ୍ରାର୍ଥୀ ସିଭିଲ ସେବାର ମୁଖ୍ୟ ପରୀକ୍ଷା ୨୦୨୪ ଦେଇଥିଲେ, ସେମାନେ ଅଫିସିଆଲ ୱେବସାଇଟ upsc.gov.inକୁ ଯାଇ ନିଜ ରେଜଲ୍ଟକୁ ଚେକ୍ ବା ଡାଉନଲୋଡ କରିପାରିବେ। ସର୍ବପ୍ରଥମେ ପରୀକ୍ଷାର୍ଥୀଙ୍କୁ ଅଫିସିଆଲ ୱେବସାଇଟକୁ ଯିବାକୁ ପଡିବ। ଏହାପରେ ହୋମପେଜରେ ସମ୍ବନ୍ଧୀୟ ଲିଙ୍କକୁ କ୍ଲିକ କରନ୍ତୁ। ଏହା କରିବା ପରେ ଏକ ଅଲଗା ୱିଣ୍ଡୋ ଖୋଲିଯିବ। ବର୍ତ୍ତମାନ ପିଡିଏଫ ଫାଇଲ ଫର୍ମାଟରେ ଥିବା ରେଜଲ୍ଟରେ ନିଜ ରୋଲ ନମ୍ବର ଖୋଜନ୍ତୁ। ଶେଷରେ ଏହାର ଏକ ପ୍ରିଣ୍ଟଆଉଟ କାଢି ଦିଅନ୍ତୁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking