25.1 C
Bhubaneswar
Friday, March 20, 2026
Homeଓଡିଶାଦାୟିତ୍ୱ ନେଲେ ଭୁବନେଶ୍ୱର ଡିସିପି ପିନାକ ମିଶ୍ର

ଦାୟିତ୍ୱ ନେଲେ ଭୁବନେଶ୍ୱର ଡିସିପି ପିନାକ ମିଶ୍ର

ଭୁବନେଶ୍ୱର:ଭୁବନେଶ୍ୱର ଡିସିପି ଭାବେ ପିନାକ ମିଶ୍ରଙ୍କ କାର୍ୟ୍ୟରେ ଯୋଗଦେଇଛନ୍ତି ।ଗୁରୁବାର ଶ୍ରୀ ମିଶ୍ର ପୋଲିସ ସେବା ଭବନରେ ଭୁବେନଶ୍ୱର ୟୁପିଡିର ନୂଆ ଡିସିପି ଭାବେ ଦାୟିତ୍ୱ ଗ୍ରହଣ କରିଥଲେ । ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ ଏବଂ ଅତିରିକ୍ତ କମିଶନ ଡ.ଉମାଶଙ୍କର ଦାସ ନୂଆ ଡିସିପି ପିନାକ ମିଶ୍ରଙ୍କୁ କମିଶନରେଟ୍ ପୋଲିସର ବ୍ୟାଚ ପିନ୍ଧାଇ ସ୍ୱାଗତ କରିଛନ୍ତି।

ଭୁବନେଶ୍ୱର ଡିସିପି ଭାବେ ବଦଳି ହୋଇ ଆସୁଥିବା ୨୦୧୧ ବ୍ୟାଚ୍ ଆଇପିଏସ୍ ଅଫିସର ପିନାକ ମିଶ୍ର ଜଣେ ଦକ୍ଷ ଅଫିର । ବ୍ରହ୍ମପୁରରେ ଥିବା ସମୟରେ ସେ ଏକାଧିକ ଅପରାଧୀଙ୍କୁ ଏନ୍‌କାଉଣ୍ଟର କରିଥିଲେ । ତାଙ୍କ କାର୍ୟ୍ୟଦକ୍ଷତାକୁ ନଜରରେ ରଖି ତାଙ୍କୁ କମିଶନରେଟ୍‌ ପୁଲିସକୁ ଅଣାଯାଇଛି । କଟକ ଡିସିପି ଭାବେ ସେ ଦୀର୍ଘ ସମୟ କାମ କରି ସଫଳତାର ସହ ଅପରାଧ ଦମନ କରିଥିଲେ । କଟକରୁ ତାଙ୍କର ପୁରୀ ଏସ୍‌ପି ଭାବେ ବଦଳି ହୋଇଥିଲା । ସେଠାରେ ସାଧାରଣ ନିର୍ବାଚନ ଓ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସମ୍ପାଦନା କରିଥିଲେ । ତାଙ୍କ ଦକ୍ଷତାକୁ ନଜରେ ରଖି ସରକାର ଭୁବନେଶ୍ୱର ଡିସିପି ଦାୟିତ୍ୱ ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking