14.1 C
Bhubaneswar
Sunday, December 28, 2025
Homeଓଡିଶାବିଜେପି ନେତା ବି ବିଜେଡି ସମ୍ପର୍କରେ ଅଛନ୍ତି : ଦେବୀ ମିଶ୍ର

ବିଜେପି ନେତା ବି ବିଜେଡି ସମ୍ପର୍କରେ ଅଛନ୍ତି : ଦେବୀ ମିଶ୍ର

ଭୁବନେଶ୍ୱର : ବିଜେପି ନେତା ବି ବିଜେଡି ସମ୍ପର୍କରେ ଅଛନ୍ତି । ସେମାନେ ବି ବିଜେଡିରେ ମିଶିବାକୁ ଚାହୁଁଛନ୍ତି । ଆଗକୁ ବଡ଼ ହଲଚଲ ହେବ ବୋଲି ବିଜେଡି ନେତା ଦେବୀପ୍ରସାଦ ମିଶ୍ର କହିଛନ୍ତି । ବିଜେଡିର ବିଧାୟକ ଓ ପୂର୍ବତନ ବିଧାୟକ ବିଜେପି ସମ୍ପର୍କରେ ରହିଥିବା ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀ କହିବା ପରେ ଶ୍ରୀ ମିଶ୍ର କାଉଣ୍ଟର କରି ଏହା କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking