27.1 C
Bhubaneswar
Friday, September 27, 2024
Homeଓଡିଶାଆଗକୁ ବହୁ ବଡ଼ ବଡ଼ ନେତା ବିଜେପିରେ ସାମିଲ ହେବେ : ସୁକାନ୍ତ ପାଣିଗ୍ରାହୀ

ଆଗକୁ ବହୁ ବଡ଼ ବଡ଼ ନେତା ବିଜେପିରେ ସାମିଲ ହେବେ : ସୁକାନ୍ତ ପାଣିଗ୍ରାହୀ

ଭୁବନେଶ୍ୱର : ବିଜେପି ସରକାର ଗଠନ ହେବା ପରେ ଦୁଇ ଦୁଇ ଜଣ ବିଜେଡି ସାଂସଦ ବିଜେପିରେ ମିଶିସାରିଛନ୍ତି । ତେବେ ଆଗକୁ ବିସ୍ଫୋରଣ ହେବ ବୋଲି ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀ କହିଛନ୍ତି । ଆଗକୁ ବହୁ ବଡ଼ ବଡ଼ ନେତା ବିଜେପିରେ ସାମିଲ ହେବେ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି । କେବଳ ବିଜେଡି ରାଜ୍ୟସଭା ସାଂସଦ ନୁହନ୍ତି, ବିଜେଡିର ବହୁ ପଦାଧିକାରୀ ବି ବିଜେପି ସମ୍ପର୍କରେ ଅଛନ୍ତି । ବିଜେଡି ବିଧାୟକ ଓ ପୂର୍ବତନ ବିଧାୟକମାନେ ବିଜେପି କଣ୍ଟାକ୍ଟରେ ଅଛନ୍ତି । ଆସନ୍ତା ମାସେ କି ଦେଢ଼ ମାସରେ ସମସ୍ତେ ଇସ୍ତଫା ଦେଇ ବିଜେପିରେ ମିଶିବେ ବୋଲି ସାିଂଦ ଶ୍ରୀ ପାଣିଗ୍ରାହୀ କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking